Odia Grammar MCQ for OSSC exam, OSSSC exam, OTET, OSSTET, TRT, OAVS, OPSC ASO exam, or this Odia Grammar MCQ is essential for any other all Odisha Competitive exams, so practice these Odia Grammar MCQ before the exam. So on this website, we will publish all the Odia Grammar MCQs. If you are interested in practicing Odia Grammar, then follow our website to get more knowledge of Odia.

GovtJobsOdisha.com

1. ନିମ୍ନଲିଖୁତ ଶବ୍ଦମାନଙ୍କ ମଧ୍ୟରୁ କେଉଁଟି ମୌଳିକ ଶବ୍ଦ ନୁହେଁ ?

(A) ପାଣି

(B) ବୈଜ୍ଞାନିକ

(C) ପତ୍ର

(D) ଭାତ

2. ଯେଉଁ ସଂସ୍କୃତ ଶବ୍ଦଗୁଡ଼ିକ ଓଡ଼ିଆ ଭାଷାରେ ଅବିକଳ ବ୍ୟବହୃତ ହୁଏ, ତାକୁ କ’ଣ କହନ୍ତି ?

(A) ତତଭବ

(B) ତତସମ

(C) ଦେଶଜ

(D) ବୈଦେଶିକ

3. ଯେଉଁ ସଂସ୍କୃତ ଶବ୍ଦଗୁଡ଼ିକ ସାମାନ୍ୟ ପରିବର୍ତ୍ତିତ ହୋଇ ଓଡ଼ିଆରେ ବ୍ୟବହୃତ ହୁଏ ତାକୁ କଣ କହନ୍ତି ?

(A) ତତ୍ସମ

(B) ତଭବ

(C) ଦେଶଜ

(D) ବୈଦେଶିକ

4. ତତ୍ସମ, ତଭବ ଶବ୍ଦରେ ଥିବା ‘ତତ୍’ କେଉଁ ଅର୍ଥରେ ବ୍ୟବହୃତ ?

(A) ଭଗବାନ

(B) ଈଶ୍ଵର

(C) ସତ୍

(D) ସଂସ୍କୃତ

5. ଯେଉଁ ଶବ୍ଦଗୁଡ଼ିକ ଲୋକମାନଙ୍କ ମୁହଁରୁ ଆପେ ଆପେ ବାହାରି ଆସିଥାଏ, ତାକୁ କ’ଣ କହନ୍ତି ?

(A) ତତ୍ସମ

(B) ତଭବ

(C) ଦେଶିଜ

(D) ବୈଦେଶିକ

6. ନିମ୍ନୋକ୍ତ ଶବ୍ଦମାନଙ୍କ ଭିତରୁ କୃଦନ୍ତ ?

(A) ଭାଗିନେୟ

(B) ଦାଢ଼ିଆ

(C) ଭୋଜନ

(D) ପାଟରା

7. ଓଡ଼ିଆ ଭାଷାର ପ୍ରକୃତ ମୌଳିକତା କେଉଁ ପ୍ରକାର ଶବ୍ଦରେ ଥାଏ ?

(A) ତମ

(B) ତତଭବ

(C) ଦେଶଜ

(D) ବୈଦେଶିକ

8. କେଉଁଟି ବୈଦେଶିକ ଶବ୍ଦ ?

(A) ଆବାସ

(B) ଉଆସ

(C) ଟେବୁଲ

(D) ଭାତ

9. ନିମ୍ନଲିଖିତ ବୈଦେଶିକ ଶବ୍ଦମାନଙ୍କ ମଧ୍ୟରୁ କେଉଁଟି ପାରସୀ ଭାଷାରୁ ଆସି ଆମ ଭାଷାରେ ଚଳୁଛି ?

(A) କାମିଜ

(B) ଅଇନା

(C) ଗାଳିଷ୍ଟ

(D) ଟାଜନ

10. କେଉଁ ଶବ୍ଦଟି ଅନ୍ୟ ତିନୋଟିଠାରୁ ପୃଥକୁ ଚିହ୍ନାଅ ।

(A) ଖାଦ୍ୟ

(B) ଖୋଦନ

(C) ବୃକ୍ଷ

(D) ଗିନା

11. କାଠ, ପଥର, ତାଳପତ୍ର, କାଗଜ ଆଦିର ଚିକ୍କଣ ପୃଷ୍ଠାରେ ଧ୍ବନି ଲେଖା ହେଇଥିବାରୁ ତାକୁ କ’ଣ କୁହାଯାଏ ?

(A) ଲିପି

(B) ବର୍ଣ୍ଣ

(C) ଅକ୍ଷର

(D) କ୍ଷର

12. ଧ୍ଵନିକୁ ଏକ ନିର୍ଦ୍ଦିଷ୍ଟ ଆକାର ଦେଉଥିବାରୁ ତାକୁ କ’ଣ କହନ୍ତି ?

(A) ଲିପି

(B) ଅକ୍ଷର

(C) ଆକୃତି

(D) ବର୍ଣ୍ଣ

13. ଧ୍ବନିକୁ ଦୀର୍ଘକାଳ ସ୍ଥାୟୀରୁପ ଦେଉଥିବାରୁ ତାକୁ କଣ କୁହାଯାଏ ?

(A) ବର୍ଣ୍ଣ

(B) ଲିପି

(C) ଅକ୍ଷର

(D) ଆକୃତି

14. ସ୍ବର ଧ୍ବନି କାହାକୁ କହନ୍ତି ?

(A) ଯେଉଁ ଧ୍ବନି କାହାର ସାହାଯ୍ୟ ନେଇ ଆପେ ଆପେ ଉଚ୍ଚାରିତ ହୁଏ ।

(B) ଯେଉଁ ଧ୍ୱନି ଅନ୍ୟର ସାହାଯ୍ୟ ନେଇ ଉଚ୍ଚାରିତ ହୁଏ ।

(C) ଯେଉଁ ଧ୍ୱନି ଅନ୍ୟର ଅକୁ ସାହାଯ୍ୟରେ ଢ଼ଳାରିତ

(D) ଯେଉଁ ଧ୍ୱନି ଅନ୍ୟର ବହୁତ ସାହାଯ୍ୟ ନେଇ ଉଚ୍ଚାରିତ

15. ସ୍ବର ଧ୍ବନି ସାହାଯ୍ୟରେ ଯେଉଁ ଧ୍ବନି ଉଚ୍ଚାରିତ ହୁଏ ତାକୁ କ’ଣ କହନ୍ତି ?

(A) ସ୍ଵର ବର୍ଣ୍ଣ

(B) ବ୍ୟଞ୍ଜନ ବର୍ଣ୍ଣ

(C) ମିଶ୍ରିତ ସ୍ଵରବର୍ଣ୍ଣ

(D) ଯୁକ୍ତ ବର୍ଣ୍ଣ

16. ପ୍ରାଥମିକ ସ୍ତର ପାଠ୍ୟ ପୁସ୍ତକରେ କେତୋଟି ସ୍ଵର ବର୍ଣ୍ଣ ଶିକ୍ଷା ଦିଆଯାଏ ?

(A) ଏଗାରଟି

(B) ବାରଟି

(C) ଷୋହଳଟି

(D) ଛଅଟି

17. ଦୀର୍ଘ ର ଶିକ୍ଷା ଦେବାର ସପକ୍ଷ ସୁଭିଟି କଣ ?

(A) ଏହା ଏକ ସରଳ ଲିପି ନୁହେ

(B) ଏଥିରେ ଓଡ଼ିଆରେ ଶବ୍ଦ ନାହିଁ

(C) ଏହାର ମାତ୍ରାରୂପ ଓଡ଼ିଆରେ ବ୍ୟବହୃତ ।

(D) ଏହାକୁ ଅନେକ ଦିନରୁ ଜଠାଇ ଦିଆଯାଇଛି

18. ସ୍ଵରବର୍ଣ୍ଣର ସଂକେତିକ ରୂପକୁ କ’ଣ କୁହାଯାଏ ?

(A) ଫଳା

(B) ମାତ୍ରା

(C) ସାକେତିକରୂପ

(D) ସଙ୍କେତ

19. ବ୍ୟଞ୍ଜନ ବର୍ଣ୍ଣର ସାଙ୍କେତିକ ରୂପକୁ କ’ଣ କୁହାଯାଏ ?

(A) ଫଳା

(B) ମାତ୍ରା

(C) ହଳନ୍ତ

(D) ଯୁକ୍ତାକ୍ଷର

20. ଫୁସଫୁସରୁ ଆସୁଥିବା ବାୟୁ ନିର୍ଗତ ହେବାବେଳେ ମୁଖର ଯେଉଁ ଯେଉଁ ଅଂଶକୁ ସ୍ପର୍ଶ କରେ ତାକୁ କ’ଣ କହନ୍ତି ?

(A) ବାୟୁଦ୍ଵାର

(B) ମୁଖଗହ୍ବର

(C) ସ୍ବରଯନ୍ତ୍ର

(D) କଥନ ଅଙ୍ଗ

Answser Key

1. B

2. B

3. B

4. D

5. D

6. C

7. C

8. C

9. A

10. D

11. A

12. D

13. C

14. A

15. B

16. A

17. C

18. B

19. A

20. D

1. ଜ୍ଞାପନ – ଏଥିରେ ଥିବା ଧାତୁଟିର ନାମ କଣ ?

A. ଜ୍ଞାପି

B. ଜ୍ଞାନ

C. କାପ

D. ଜ୍ଞାପ୍ତ

2. ରାଧେୟ ଏହା କେଉଁ ଅର୍ଥକୁ ପ୍ରକାଶ କରେ ?

A. ରାଧାଙ୍କର ସ୍ବାମୀ

B. ରାଧାଙ୍କର ପୁତ୍ର

C. ରାଧାଙ୍କ ସମ୍ବନ୍ଧୀୟ

D. ରାଧାଙ୍କଠାରୁ ନ୍ୟୁନ

3. ଦର୍ଶନୀୟ’ ଶବ୍ଦରେ ବ୍ୟବହୃତ ମୂଳ ଧାତୁଟି କ’ଣ ?

A. ଦୃଶ୍

B. ଦର୍ଶ

C. ଦୁଶ୍

D. ଦୁ

4. ମୂଳଶବ୍ଦର ପୂର୍ବରୁ ବା ପରେ ଆଉ ଏକ ରୂପ ସଂଯୋଗକରି ନୂତନ ଶବ୍ଦ ଗଠନ କରାଯାଇଥିବା ଶବ୍ଦକୁ କି ଶବ୍ଦ କହନ୍ତି ?

A. ମୌଳିକ

B. ତଦ୍ଭାବ

C. ବ୍ୟୁତ୍ପନ୍ନ

D. ତସମ

5. ଅଜଣା- ଏଥିରେ ଥିବା ଉପସର୍ଗଟି କିଏ ?

A. ଅ

B .ଅଚ୍ଚ

C. ଅଜଣ’

D. ଅଜଣ + ଆ

6. ପାଠ + ଉଆ = ପାଠୁଆ ।

ଏଥିରେ ଭିଆ ପ୍ରତ୍ୟୟ କେଉଁ ଅର୍ଥରେ ହୋଇଛି ?

A. ଅଛି ଅର୍ଥରେ

B.ସଦୃଶ ଅର୍ଥରେ

C. ବୃରି ଅର୍ଥରେ

D. ସମ୍ପର୍କ ଅର୍ଥରେ

7. ନିମ୍ନୋକ୍ତ ଶବ୍ଦମାନଙ୍କ ଭିତରୁ କୃଦନ୍ତ ?

A. ଭାଗିନେୟ

B. ଦାଢ଼ିଆ

C. ଭୋଜନ

D. ପାଟରା

8. ଦୁର୍ଘଟଣା- ଏହି ଶବ୍ଦରେ ଥିବା ଉପସର୍ଗଟି କିଏ ?

A. ଦୁ

B. ଦୁଃ

C.ଦୂର

D. ଦୂର

9. କେଉଁଟି ପର୍ଭୁଗୀଜ୍ ଶବ୍ଦ ବାଛ ?

A .ଗୀର୍ଜା

B .କରଜ

C .ଗାଲିଚା

D .ଚଷମା

10. ସିଡନ୍ତ ଧାତୁ ସାଧାରଣତଃ କେଉଁ ପଦରୁପେ ବ୍ୟବହୃତ ହୁଏ ?

A . କ୍ରିୟାପଦ

B . ବିଶେଷଣ ପଦ

C .ସର୍ବନାମ ପଦ

D . ବିଶେଷ୍ୟ ପଦ

11. ‘ଇନ୍ଦ୍ର’ ର ସ୍ତ୍ରୀଲିଙ୍ଗ ରୂପଟି କ’ଣ ?

A . ଇନ୍ଦ୍ରାବତୀ

B .ଇନ୍ଦ୍ରାଣୀ

C .ଇନ୍ଦ୍ରାଣୀ

D .ଐନ୍ଦ୍ରୀ

12. ପାଠ + ଉଆ = ପାଠୁଆ ।

ଏଥିରେ ଭିଆ ପ୍ରତ୍ୟୟ କେଉଁ ଅର୍ଥରେ ହୋଇଛି ?

A. ଅଛି ଅର୍ଥରେ

B. ସଦୃଶ ଅର୍ଥରେ

C. ବୃରି ଅର୍ଥରେ

D. ସମ୍ପର୍କ ଅର୍ଥରେ

13. ଶିବାନୀ-ଏଠାରେ କେଉଁ ପ୍ରତ୍ୟୟ ପ୍ରୟୋଗ କରାଯାଇଛି ?

A .ଆନିପ୍

B . ଆନୀପ୍

C .ଆନୀ

D . ନୀ

14. କେଉଁଟି ବ୍ୟୁତ୍ପାଦିତ ପ୍ରକୃତିର ଶବ୍ଦ ?

A . ରାମ

B . ରାମକୁ

C .ଘର

D . ବହି

15. ଓଡିଶାରେ ପ୍ରଚଳିତ ଦେଶଜ ଶବ୍ଦର କେତୋଟି ସ୍ତର ଅଛି ?

A . ଦ୍ବିବିଧ

B . ପଞ୍ଚବିଧ

C . ଚତୁର୍ବିଧ

D . ତ୍ରିବିଧ

16. ‘ଘୋଡା’ ଶବ୍ଦର ମୂଳ ସଂସ୍କୃତ ଶବ୍ଦଟି କ’ଣ ? ।

A .ଘୋଟକ

B .ଘଟକ

C .ଅଶ୍ଵ

D . ଗର୍ଭଭ

17. କେଉଁଟି ତତ୍ସମ ଶବ୍ଦ ନୁହେଁ ?

A .ପର୍ବତ

B . ସଂସାର

C . ଘିଅ

D . ନଦୀ

18. ଦୀପ’ କହିଲେ କାହାକୁ ବୁଝାଯାଏ?

A . ଆଲୋକ ପ୍ରଦାନ କରୁ ନଥିବା ବସ୍ତୁ

B .ସୁଳବେଷ୍ଟିତ ଜଳଭାଗ

C . ଆଲୋକପ୍ରଦାନ କରୁଥିବା ବସ୍ତୁ

D .ଜଳବେଷ୍ଟିତ ଭୁଖଣ୍ଡ .

19. ମୌଳିକ ଶବ୍ଦ ତଥା ଧାତୁକୁ କ’ଣ କୁହାଯାଏ ?

A .ମୂଳରୂପ

B .ପ୍ରକୃତି

C . ପ୍ରାକୃତିକ

D .ବ୍ୟାପନ୍ନ ଶବ୍ଦ

20. ‘ଚଷମା’ – ଏହି ଶବ୍ଦଟି କେଉଁ ଭାଷାରୁ ଓଡିଆ ଭାଷାକୁ ଆସିଛି ?

A . ପର୍ତ୍ତୁଗୀଜ

B . ଯାବନିକ

C . ତୁର୍କୀ

D .ପାରସିକ

Answers Key

1. B

2. B

3. A

4. D

5. A

6. A

7. C

8. C

9. A

10. B

11. C

12. A

13. C

14. D

15. D

16. A

17. C

18.C

19. D

20.C

1. ଯତ୍’ ପ୍ରତ୍ୟୟ ନିଷ୍ପନ୍ନ ଧାତୁକୁ କି ଧାତୁ କୁହାଯାଏ ?

A .ଣିଜନ୍ତ ଧାତୁ

B .ମୂଳଧାତୁ

C . ସନ୍ନନ୍ତ ଧାତୁ

D .ଯଡ଼ିତ ଧାତୁ

2. କୁନ୍ତୀଙ୍ର ପୁତ୍ର- ଏକ ପଦରେ ପ୍ରକାଶ କଲେ କ’ଣ ହେବ ?

A. କୌନ୍ତେୟ

B. କୁନ୍ତୀଙ୍କ ପୁତ୍ର

C. ଅର୍ଜୁନ

D. ଯୋଦ୍ଧା

3. ‘ସନ୍’ ପ୍ରତ୍ୟୟ ନିଷ୍ପନ୍ନ ପଦକୁ କି ପଦ କୁହାଯାଏ ?

A .କୂଦନ୍ତ

B .ଣିଜନ୍ତୁ

C . ଯନ୍ତ

D .ସନ୍ନନ୍ତ

4. ଯେଉଁ ଶବ୍ଦରୁ କୌରସି ଉପାୟରେ ଗୋଟିଏ ହେଲେ ବି ବର୍ଣ୍ଣ କାଟିହୁଏ ନାହିଁ, ତା’କୁ କି ଶବ୍ଦ କୁହାଯାଏ ?

A .ତଦ୍ଭବ

B . ବ୍ୟୁତ୍ପନ୍ନ

C . ତତ୍ସମ

D . ମୌଳିକ

5. ଯେଉଁ ଶବ୍ଦରୁ ଗୋଟିଏ ବର୍ଷ କାଟିଦେଲେ ତା’ର ଅର୍ଥ ପ୍ରକାଶ | କ୍ଷମତା ଲୋପ ପାଏ, ତାକୁ କି ଶବ୍ଦ କୁହନ୍ତି ?

A .ମୌଳିକଶବ୍ଦ

B .ଯୌଗିକଶବ୍ଦ

C .ବ୍ୟୁତ୍ପନ୍ନଶବ୍ଦ

D . କଟିକ ଶବ୍ଦ

6. କେଉଁଟିଏକଖାଦ୍ୟ ବିଶେଷ ଅଟେ ?

A .ଜୁଡା

B .ବୃଡା

C .ଚୁଡା

D .ଚୋଡ

7. ଆତିଶଯ୍ୟ ଅର୍ଥ ବୁଝାଇବା ପାଇଁ ଧାତୁରେ କେଉଁ ପ୍ରତ୍ୟୟ ଯୋଗ କରାଯାଏ ?

A .ସନ୍

B . କୃତ୍

C . ଣିଚ୍

D .ଯନ୍ତି

8. କେଉଁଟି ତଦ୍ଭବ ଶବ୍ଦ ନୁହେଁ ବାଛି ଲେଖ ।

A . ଘୋଡା

B . ନଈ

C .ଆକାଶ

D .ଗଧ

9. ‘ଟିକେଟ୍’ କେଉଁ ଭାଷାର ଶବ୍ଦ ଅଟେ ? ।

A . ଯାବନିକ

B . ଇଂରାଜୀ

C . ତୁର୍କୀ

D . ପର୍ତ୍ତୁଗୀଜ

10. ଆହାର ଓ ବିହାର- ଉଭୟେ ହୁ ଧାତୁରୁ ଗଠିତ । ଏହି ଦୁଇଟିରେ ଅର୍ଥଗତ ପାର୍ଥକ୍ୟ କାହିଁକି ଦେଖାଯାଏ ?

A . ଧାତୁ ଯୋଗୁଁ

B . ପ୍ରତ୍ୟୟ ଯୋଗୁଁ

C . ଉପସର୍ଗ ଯୋଗୁଁ

D . ପ୍ରତ୍ୟୟ ଓ ଜପସର୍ଗ ଯୋଗୁଁ

11. ପକ୍- ଏହାର ପ୍ରକୃତି ପ୍ରତ୍ୟୟ କଲେ କ’ଣ ହେବ ?

A . ପକ୍ + ୱା

B . ପ + କୁ

C . ପଚ୍ + କୁ

D .ପଚ୍ + ତ

12. ଧାତୁ ସହିତ ‘ସନ୍’ ପ୍ରତ୍ୟୟ ଯୋଗ କରାଯିବାପରେ କେଉଁ ପ୍ରତ୍ୟୟ ଯୁକ୍ତ ହୋଇଥାଏ ? ‘

A .‘ଆ’ କିମ୍ବା ‘ଆ’

B . ‘ଏ’ କିମ୍ବା ‘ଉ’

C . ଆ’ କିମ୍ବା ‘ଉ’

D .‘ଇ’ କିମ୍ବା ‘ଜ’

13. କେଉଁଟି ବିଶେଷ୍ୟ ପଦ ? ‘ ‘।

A . ପାଳିତ

B . ପାଳନ

C . ପାଳନୀୟ

D . ପାଲିଲା

14. ଯେଉଁ ପଦରୁ ବସ୍ତୁ ବା ବ୍ୟକ୍ତିର ସଂଖ୍ୟା ଏକରୁ ଅଧିକ ବୋଲି । ଜଣାଯାଏ ତାକୁ –~– କହନ୍ତି ?

A .ଦ୍ବିବଚନ

B . ସର୍ବବଚନ

C .ବହୁବଚନ

D .ଏକବଚନ

15. କେଉଁଟି ତବିତ?

A . ପଠନ

B .ଜଣିଆ

C . ପାଠ

D . ଜଣି

16. ଧାତୁର ପୂର୍ବରୁ ଯେଉଁ ପ୍ରତ୍ୟୟ ଯୋଗ ହୁଏ, ତାକୁ କ’ଣ କହନ୍ତି ?

A . ପର ପ୍ରତ୍ୟୟ

B .ପୂର୍ବ ପ୍ରତ୍ୟୟ ।

C . ପ୍ରତ୍ୟୟ

D .ବିରକ୍ତି

17. ଓଡିଆ ଭାଷାରେ ବ୍ୟବହୃତ ବଚନ କେତେ ପ୍ରକାର ? ।

A .ପାଞ୍ଚ

B .ଦୁଇ

C . ଚାରି

D . ଛଅ

18. ବିପରୀତାର୍ଥବୋଧକଦୁଇଶବ୍ଦର ସଂଯୋଗରେ ଗଠିତ ଯୁଗ୍ମ ଶବ୍ଦ ବାଛି ଲେଖ ।।

A . କାମଦାମ

B .ଲେଖାଲେଖୁ

C .ଜୀବଜନ୍ତୁ

D .ବଡସାନ

19. ‘ବର’ ଶବ୍ଦର ସ୍ତ୍ରୀଲିଙ୍କ ରୂପ କ’ଣ ହେବ ?

A .ଘରଣୀ

B . ଝିଅ

C .କନ୍ୟା

D .ସ୍ତ୍ରୀ

20. କେଉଁଟି ଣିଜନ୍ତ ପଦ?

A .ଖାଇବା

B .ଖୁଆଇବା

C . ଖାଇଲା

D .ଖାଇବ

Answers Key

1. D

2. A

3. D

4. B

5. A

6. C

7. D

8. C

9. B

10. C

11. D

12. C

13. B

14. C

15. B

16. B

17. B

18. D

19. C

20. B

Leave a Comment

Your email address will not be published. Required fields are marked *

Scroll to Top